ରାଜ୍ୟରେ ମହିଳାମାନେ ଅସୁରକ୍ଷିତ;ବିଗତ ୧୦ବର୍ଷ ମଧ୍ଯରେ ୨୮,୦୨୧ ଦୁଷ୍କର୍ମର ଶିକାର।

ଭୁବନେଶ୍ବର,୨୮/୧୧: ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହଁନ୍ତି। ପ୍ରତିଦିନ ଥାନାକୁ ଦୁଷ୍କର୍ମ, ଅସଦାଚରଣ, ଯୌତୁକଜନିତ ମାମଲା ଆସୁଛି। ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୨୮,୦୨୧ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏଥିରେ ୧୪,୯୯୧ ଜଣ ନାବାଳିକା ମଧ୍ୟ ଅଛନ୍ତି। କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସଂନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଆଜି ଲିଖିତ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା।

Comments (0)
Add Comment