ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୧୭୪୧।

ଭୁବନେଶ୍ବର ୧୨/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୪୧। କରୋନା ପଜିଟିଭ ସଂଖ୍ୟା ୩,୫୧,୩୦୨ଚିହ୍ନଟ ହୋଇଛନ୍ତି ୩,୪୦,୦୬୨ଜଣ ସୁସ୍ଥ ହୋଇଥିବା ବେଳେ ୯୨୫୯ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୨୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୫,୨୦୮ସୁସ୍ଥ ସଂଖ୍ୟା ୫୩,୫୪୮ ଚିକିତ୍ସିତ ସଂଖ୍ୟା ୧୩୦୯, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୦୦୬ ସୁସ୍ଥ ସଂଖ୍ୟା ୨୯,୪୨୯ ଚିକିତ୍ସିତ ସଂଖ୍ୟା ୪୩୧, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୧୭୧, ସୁସ୍ଥ ସଂଖ୍ୟା ୨୧,୭୮୧ ଚିକିତ୍ସିତ ସଂଖ୍ୟା ୧୩୩ ମୃତ ସଂଖ୍ୟା ୨୪୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment