ଭୁବନେଶ୍ବର ୧୧/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୩୭୯। କରୋନା ପଜିଟିଭ ସଂଖ୍ୟା ୩,୪୯,୫୬୧ ଚିହ୍ନଟ ହୋଇଛନ୍ତି ୩,୩୯,୬୦୩ଜଣ ସୁସ୍ଥ ହୋଇଥିବା ବେଳେ ୭୯୭୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୨୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୫,୦୦୪ ସୁସ୍ଥ ସଂଖ୍ୟା ୫୩,୪୭୯ ଚିକିତ୍ସିତ ସଂଖ୍ୟା ୧୧୭୪, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୯୪୮ ସୁସ୍ଥ ସଂଖ୍ୟା ୨୯,୪୦୭ ଚିକିତ୍ସିତ ସଂଖ୍ୟା ୩୯୫, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୧୬୨, ସୁସ୍ଥ ସଂଖ୍ୟା ୨୧,୭୬୯ ଚିକିତ୍ସିତ ସଂଖ୍ୟା ୧୩୬ ମୃତ ସଂଖ୍ୟା ୨୪୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।