ଭୁବନେଶ୍ବର ୧୯/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୪୪୫। କରୋନା ପଜିଟିଭ ସଂଖ୍ୟା ୩,୭୨,୭୦୩ ଚିହ୍ନଟ ହୋଇଛନ୍ତି ୩,୪୬,୧୩୪ ଜଣ ସୁସ୍ଥ ହୋଇଥିବା ବେଳେ ୨୪,୫୬୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୪୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୫୧୭ ସୁସ୍ଥ ସଂଖ୍ୟା ୫୪,୩୨୫ ଚିକିତ୍ସିତ ସଂଖ୍ୟା ୩୮୪୧, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୧,୧୪୨ ସୁସ୍ଥ ସଂଖ୍ୟା ୨୯,୬୯୩ ଚିକିତ୍ସିତ ସଂଖ୍ୟା ୧୩୦୩, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୬୧୧, ସୁସ୍ଥ ସଂଖ୍ୟା ୨୧,୯୮୦ ଚିକିତ୍ସିତ ସଂଖ୍ୟା ୩୭୨ ମୃତ ସଂଖ୍ୟା ୨୫୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।