ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୩୬୬୪।

ଭୁବନେଶ୍ବର ୧୮/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୬୬୪। କରୋନା ପଜିଟିଭ ସଂଖ୍ୟା ୩,୬୮,୨୫୮ ଚିହ୍ନଟ ହୋଇଛନ୍ତି ୩,୪୪,୮୨୫ଜଣ ସୁସ୍ଥ ହୋଇଥିବା ବେଳେ ୨୧,୪୩୬ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୪୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୭,୯୩୦ସୁସ୍ଥ ସଂଖ୍ୟା ୫୪,୧୩୪ ଚିକିତ୍ସିତ ସଂଖ୍ୟା ୩୪୪୫, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୮୯୧ ସୁସ୍ଥ ସଂଖ୍ୟା ୨୯,୬୩୧ ଚିକିତ୍ସିତ ସଂଖ୍ୟା ୧୧୧୪, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୫୪୯, ସୁସ୍ଥ ସଂଖ୍ୟା ୨୧,୯୩୧ ଚିକିତ୍ସିତ ସଂଖ୍ୟା ୩୫୯ମୃତ ସଂଖ୍ୟା ୨୫୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment