ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୩୧୪୪ ।

ଭୁବନେଶ୍ବର ୧୭/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୧୪୪। କରୋନା ପଜିଟିଭ ସଂଖ୍ୟା ୩,୬୪,୫୯୪ ଚିହ୍ନଟ ହୋଇଛନ୍ତି ୩,୪୩,୫୨୨ ଜଣ ସୁସ୍ଥ ହୋଇଥିବା ବେଳେ ୧୯,୦୭୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୪୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୭,୨୨୬ ସୁସ୍ଥ ସଂଖ୍ୟା ୫୩,୯୮୫ ଚିକିତ୍ସିତ ସଂଖ୍ୟା ୨୮୯୦, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୬୯୩ ସୁସ୍ଥ ସଂଖ୍ୟା ୨୯,୫୮୧ ଚିକିତ୍ସିତ ସଂଖ୍ୟା ୯୬୬, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୪୮୩, ସୁସ୍ଥ ସଂଖ୍ୟା ୨୧,୮୭୭ ଚିକିତ୍ସିତ ସଂଖ୍ୟା ୩୪୭ ମୃତ ସଂଖ୍ୟା ୨୫୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment