ଭୁବନେଶ୍ବର ୨୫/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୮୩୩ । ପଜିଟିଭ ସଂଖ୍ୟା ୯,୬୭,୫୪୮ ଚିହ୍ନଟ ହୋଇଛନ୍ତି ୯,୪୩,୦୬୯ ଜଣ ସୁସ୍ଥ ହୋଇଥିବା ବେଳେ ୧୮,୯୧୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୫୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୭,୨୨୮ ସୁସ୍ଥ ସଂଖ୍ୟା ୧,୪୧,୪୮୯ ଚିକିତ୍ସିତ ସଂଖ୍ୟା ୪,୬୭୨, ମୃତ ସଂଖ୍ୟା ୧୦୫୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୫,୨୭୪ ସୁସ୍ଥ ସଂଖ୍ୟା ୮୨,୪୩୧ ଚିକିତ୍ସିତ ସଂଖ୍ୟା ୨,୫୨୪, ମୃତ ସଂଖ୍ୟା ୩୧୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୩୬୮ ସୁସ୍ଥ ସଂଖ୍ୟା ୩୨,୮୪୭ ଚିକିତ୍ସିତ ସଂଖ୍ୟା ୮୬, ମୃତ ସଂଖ୍ୟା ୪୨୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୫୨୫ ସୁସ୍ଥ ସଂଖ୍ୟା ୫୯,୬୧୩ ଚିକିତ୍ସିତ ସଂଖ୍ୟା ୪୩୯ ,ମୃତ ସଂଖ୍ୟା ୪୬୯,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୪୨୭ ସୁସ୍ଥ ସଂଖ୍ୟା ୧୧,୨୦୫ ଚିକିତ୍ସିତ ସଂଖ୍ୟା ୧୭୫ ,ମୃତ ସଂଖ୍ୟା ୪୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।