ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୮୬୪ ।

ଭୁବନେଶ୍ବର ୨୪/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୮୬୪ । ପଜିଟିଭ ସଂଖ୍ୟା ୯,୬୫,୭୧୫ ଚିହ୍ନଟ ହୋଇଛନ୍ତି ୯,୪୧,୨୦୪ ଜଣ ସୁସ୍ଥ ହୋଇଥିବା ବେଳେ ୧୯,୦୧୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୪୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୬,୭୩୮ ସୁସ୍ଥ ସଂଖ୍ୟା ୧,୪୧,୦୯୧ ଚିକିତ୍ସିତ ସଂଖ୍ୟା ୪,୬୦୪, ମୃତ ସଂଖ୍ୟା ୧୦୩୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୫,୦୩୧ ସୁସ୍ଥ ସଂଖ୍ୟା ୮୨,୧୨୯ ଚିକିତ୍ସିତ ସଂଖ୍ୟା ୨,୫୮୩, ମୃତ ସଂଖ୍ୟା ୩୧୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୩୫୯ ସୁସ୍ଥ ସଂଖ୍ୟା ୩୨,୮୪୦ ଚିକିତ୍ସିତ ସଂଖ୍ୟା ୮୬, ମୃତ ସଂଖ୍ୟା ୪୨୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୪୭୮ ସୁସ୍ଥ ସଂଖ୍ୟା ୫୯,୫୫୧ ଚିକିତ୍ସିତ ସଂଖ୍ୟା ୪୬୦ ,ମୃତ ସଂଖ୍ୟା ୪୬୩, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୪୦୮ ସୁସ୍ଥ ସଂଖ୍ୟା ୧୧,୧୮୧ ଚିକିତ୍ସିତ ସଂଖ୍ୟା ୧୮୧ ,ମୃତ ସଂଖ୍ୟା ୪୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment