ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୯୧୭ ।

ଭୁବନେଶ୍ବର ୨୩/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୯୧୭ । ପଜିଟିଭ ସଂଖ୍ୟା ୯,୬୩,୮୫୧ ଚିହ୍ନଟ ହୋଇଛନ୍ତି ୯,୩୯,୧୬୦ ଜଣ ସୁସ୍ଥ ହୋଇଥିବା ବେଳେ ୧୯,୨୬୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୩୭୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୬,୨୪୨ ସୁସ୍ଥ ସଂଖ୍ୟା ୧,୪୦,୬୫୫ ଚିକିତ୍ସିତ ସଂଖ୍ୟା ୪,୫୭୪, ମୃତ ସଂଖ୍ୟା ୧୦୦୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୪,୮୧୦ ସୁସ୍ଥ ସଂଖ୍ୟା ୮୧,୮୦୮ ଚିକିତ୍ସିତ ସଂଖ୍ୟା ୨,୬୭୩, ମୃତ ସଂଖ୍ୟା ୩୧୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୩୪୭ ସୁସ୍ଥ ସଂଖ୍ୟା ୩୨,୮୩୦ ଚିକିତ୍ସିତ ସଂଖ୍ୟା ୮୫, ମୃତ ସଂଖ୍ୟା ୪୨୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୪୨୨ ସୁସ୍ଥ ସଂଖ୍ୟା ୫୯,୪୯୯ ଚିକିତ୍ସିତ ସଂଖ୍ୟା ୫୫୭ ,ମୃତ ସଂଖ୍ୟା ୪୬୨,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୩୯୬ ସୁସ୍ଥ ସଂଖ୍ୟା ୧୧,୧୫୯ ଚିକିତ୍ସିତ ସଂଖ୍ୟା ୨୯୨ ,ମୃତ ସଂଖ୍ୟା ୪୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment