ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୦୧୫।

ଭୁବନେଶ୍ବର ୦୨/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୦୧୫। ପଜିଟିଭ ସଂଖ୍ୟା ୪,୬୨,୬୨୨ ଚିହ୍ନଟ ହୋଇଛନ୍ତି ୩,୮୫,୪୧୪ ଜଣ ସୁସ୍ଥ ହୋଇଥିବା ବେଳେ ୬୯,୪୫୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୦୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୩,୪୭୪ସୁସ୍ଥ ସଂଖ୍ୟା ୬୦,୮୬୧ ଚିକିତ୍ସିତ ସଂଖ୍ୟା ୧୨,୨୪୦, ମୃତ ସଂଖ୍ୟା ୩୬୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୨୩ସୁସ୍ଥ ସଂଖ୍ୟା ୩୧,୮୧୫ ଚିକିତ୍ସିତ ସଂଖ୍ୟା ୪୬୫୮, ମୃତ ସଂଖ୍ୟା ୧୪୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୪,୭୭୬, ସୁସ୍ଥ ସଂଖ୍ୟା ୨୩,୦୦୩ ଚିକିତ୍ସିତ ସଂଖ୍ୟା ୧୫୦୫ ମୃତ ସଂଖ୍ୟା ୨୬୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୧୦୪ ସୁସ୍ଥ ସଂଖ୍ୟା ୨୨,୮୬୨ ଚିକିତ୍ସିତ ସଂଖ୍ୟା ୭୦୪୫ ମୃତ ସଂଖ୍ୟା ୧୯୩ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment