ଭୁବନେଶ୍ବର ୦୩/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୯୧୭ । ପଜିଟିଭ ସଂଖ୍ୟା ୯,୧୯,୦୨୬ ଚିହ୍ନଟ ହୋଇଛନ୍ତି ୮,୮୪,୨୬୨ ଜଣ ସୁସ୍ଥ ହୋଇଥିବା ବେଳେ ୩୦,୫୫୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୧୫୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୭,୧୧୪ ସୁସ୍ଥ ସଂଖ୍ୟା ୧,୩୧,୧୫୧ ଚିକିତ୍ସିତ ସଂଖ୍ୟା ୫,୨୭୯, ମୃତ ସଂଖ୍ୟା ୬୭୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୮,୧୫୫ ସୁସ୍ଥ ସଂଖ୍ୟା ୭୩,୫୨୫ ଚିକିତ୍ସିତ ସଂଖ୍ୟା ୪,୩୩୧, ମୃତ ସଂଖ୍ୟା ୨୯୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୧୧୩ ସୁସ୍ଥ ସଂଖ୍ୟା ୩୨,୬୧୦ ଚିକିତ୍ସିତ ସଂଖ୍ୟା ୧୫୦ , ମୃତ ସଂଖ୍ୟା ୩୪୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୨୬୨ ସୁସ୍ଥ ସଂଖ୍ୟା ୫୮,୩୧୩ ଚିକିତ୍ସିତ ସଂଖ୍ୟା ୫୮୨ ,ମୃତ ସଂଖ୍ୟା ୩୬୩ ,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୭୫୯ ସୁସ୍ଥ ସଂଖ୍ୟା ୧୦,୦୯୬ ଚିକିତ୍ସିତ ସଂଖ୍ୟା ୬୨୦ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।