ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୬୮୧।

ଭୁବନେଶ୍ବର ୩୦/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୬୮୧। ପଜିଟିଭ ସଂଖ୍ୟା ୪,୪୪,୧୯୪ ଚିହ୍ନଟ ହୋଇଛନ୍ତି ୩,୮୦,୪୦୦ ଜଣ ସୁସ୍ଥ ହୋଇଥିବା ବେଳେ ୬୧,୬୯୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୦୪୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୦,୪୦୩ ସୁସ୍ଥ ସଂଖ୍ୟା ୫୯,୦୧୮ ଚିକିତ୍ସିତ ସଂଖ୍ୟା ୧୧,୦୧୭, ମୃତ ସଂଖ୍ୟା ୩୫୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୩୧୩ ସୁସ୍ଥ ସଂଖ୍ୟା ୩୧,୧୫୫ ଚିକିତ୍ସିତ ସଂଖ୍ୟା ୪୦୦୮, ମୃତ ସଂଖ୍ୟା ୧୪୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୪,୩୭୫, ସୁସ୍ଥ ସଂଖ୍ୟା ୨୨,୭୬୨ ଚିକିତ୍ସିତ ସଂଖ୍ୟା ୧୩୪୬ ମୃତ ସଂଖ୍ୟା ୨୫୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୨୬୯ ସୁସ୍ଥ ସଂଖ୍ୟା ୨୧,୯୨୪, ଚିକିତ୍ସିତ ସଂଖ୍ୟା ୬୧୫୧, ମୃତ ସଂଖ୍ୟା ୧୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment