ଭୁବନେଶ୍ବର ୨୨/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୯୫୭। ପଜିଟିଭ ସଂଖ୍ୟା ୮,୮୩,୪୯୦ ଚିହ୍ନଟ ହୋଇଛନ୍ତି ୮,୪୪,୮୦୧ ଜଣ ସୁସ୍ଥ ହୋଇଥିବା ବେଳେ ୩୪,୯୬୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୬୭୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୧,୪୮୪ ସୁସ୍ଥ ସଂଖ୍ୟା ୧,୨୫,୩୬୭ ଚିକିତ୍ସିତ ସଂଖ୍ୟା ୫,୫୨୯, ମୃତ ସଂଖ୍ୟା ୫୮୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୨,୯୫୧ ସୁସ୍ଥ ସଂଖ୍ୟା ୬୯,୨୯୯ ଚିକିତ୍ସିତ ସଂଖ୍ୟା ୩୪୦୧, ମୃତ ସଂଖ୍ୟା ୨୪୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୯୦୦ ସୁସ୍ଥ ସଂଖ୍ୟା ୩୨,୩୬୪ ଚିକିତ୍ସିତ ସଂଖ୍ୟା ୨୧୨ , ମୃତ ସଂଖ୍ୟା ୩୧୬, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୫୭୮ ସୁସ୍ଥ ସଂଖ୍ୟା ୫୭,୩୮୧ ଚିକିତ୍ସିତ ସଂଖ୍ୟା ୮୬୨ ,ମୃତ ସଂଖ୍ୟା ୩୩୧ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୦୦୩ ସୁସ୍ଥ ସଂଖ୍ୟା ୯,୪୦୯ ଚିକିତ୍ସିତ ସଂଖ୍ୟା ୫୫୨ ,ମୃତ ସଂଖ୍ୟା ୩୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।