ଭୁବନେଶ୍ବର ୨୧/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୦୩୧। ପଜିଟିଭ ସଂଖ୍ୟା ୮,୮୦,୫୩୩ ଚିହ୍ନଟ ହୋଇଛନ୍ତି ୮,୩୫,୧୩୨ ଜଣ ସୁସ୍ଥ ହୋଇଥିବା ବେଳେ ୩୬,୬୩୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୬୩୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୧,୦୭୯ ସୁସ୍ଥ ସଂଖ୍ୟା ୧,୨୪,୬୯୬ ଚିକିତ୍ସିତ ସଂଖ୍ୟା ୫,୭୯୮, ମୃତ ସଂଖ୍ୟା ୫୭୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୨,୬୭୯ ସୁସ୍ଥ ସଂଖ୍ୟା ୬୮,୮୫୯ ଚିକିତ୍ସିତ ସଂଖ୍ୟା ୩୫୭୪, ମୃତ ସଂଖ୍ୟା ୨୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୮୮୨ ସୁସ୍ଥ ସଂଖ୍ୟା ୩୨,୩୩୧ ଚିକିତ୍ସିତ ସଂଖ୍ୟା ୨୨୮ , ମୃତ ସଂଖ୍ୟା ୩୧୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୫୨୦ ସୁସ୍ଥ ସଂଖ୍ୟା ୫୭,୨୨୬ ଚିକିତ୍ସିତ ସଂଖ୍ୟା ୯୬୦ ,ମୃତ ସଂଖ୍ୟା ୩୩୦ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୯୬୪ ସୁସ୍ଥ ସଂଖ୍ୟା ୯,୩୩୬ ଚିକିତ୍ସିତ ସଂଖ୍ୟା ୫୬୯ ,ମୃତ ସଂଖ୍ୟା ୩୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।