ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୯୯୮।

ଭୁବନେଶ୍ବର ୨୯/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୯୯୮। ପଜିଟିଭ ସଂଖ୍ୟା ୪,୩୫,୫୧୩ ଚିହ୍ନଟ ହୋଇଛନ୍ତି ୩,୭୫,୭୨୧ ଜଣ ସୁସ୍ଥ ହୋଇଥିବା ବେଳେ ୫୭,୭୧୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୦୨୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୮,୯୯୫ ସୁସ୍ଥ ସଂଖ୍ୟା ୫୮,୧୯୯ ଚିକିତ୍ସିତ ସଂଖ୍ୟା ୧୦,୪୩୦, ମୃତ ସଂଖ୍ୟା ୩୫୬, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୭୪୩ ସୁସ୍ଥ ସଂଖ୍ୟା ୩୦,୯୮୫ ଚିକିତ୍ସିତ ସଂଖ୍ୟା ୩୬୦୮, ମୃତ ସଂଖ୍ୟା ୧୪୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୪,୧୭୭, ସୁସ୍ଥ ସଂଖ୍ୟା ୨୨,୬୦୮ ଚିକିତ୍ସିତ ସଂଖ୍ୟା ୧୩୦୩ ମୃତ ସଂଖ୍ୟା ୨୫୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୫୨୪ ସୁସ୍ଥ ସଂଖ୍ୟା ୨୧,୨୫୧, ଚିକିତ୍ସିତ ସଂଖ୍ୟା ୬୦୮୨, ମୃତ ସଂଖ୍ୟା ୧୮୭ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment