ଭୁବନେଶ୍ବର ୧୧/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୨୩୫। ପଜିଟିଭ ସଂଖ୍ୟା ୮,୪୨,୪୬୧ ଚିହ୍ନଟ ହୋଇଛନ୍ତି ୭,୭୨,୯୭୨ ଜଣ ସୁସ୍ଥ ହୋଇଥିବା ବେଳେ ୬୬,୨୨୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୨୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୫,୪୫୭ ସୁସ୍ଥ ସଂଖ୍ୟା ୧,୧୫,୧୯୦ ଚିକିତ୍ସିତ ସଂଖ୍ୟା ୯,୭୩୫, ମୃତ ସଂଖ୍ୟା ୫୨୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୮,୮୦୨ ସୁସ୍ଥ ସଂଖ୍ୟା ୬୨,୪୫୮ ଚିକିତ୍ସିତ ସଂଖ୍ୟା ୬୧୩୯, ମୃତ ସଂଖ୍ୟା ୨୦୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୫୬୬ ସୁସ୍ଥ ସଂଖ୍ୟା ୩୧,୭୩୦ ଚିକିତ୍ସିତ ସଂଖ୍ୟା ୫୩୨ , ମୃତ ସଂଖ୍ୟା ୨୯୬, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୭,୫୫୫ ସୁସ୍ଥ ସଂଖ୍ୟା ୫୪,୫୩୫ ଚିକିତ୍ସିତ ସଂଖ୍ୟା ୨୭୧୩ ,ମୃତ ସଂଖ୍ୟା ୩୦୩ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୨୯୫ ସୁସ୍ଥ ସଂଖ୍ୟା ୮,୪୦୮ ଚିକିତ୍ସିତ ସଂଖ୍ୟା ୮୫୦ ,ମୃତ ସଂଖ୍ୟା ୩୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।