ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୮୯୬।

ଭୁବନେଶ୍ବର ୦୮/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୮୫୧। ପଜିଟିଭ ସଂଖ୍ୟା ୮,୨୫,୧୧୦ ଚିହ୍ନଟ ହୋଇଛନ୍ତି ୭,୪୭,୮୦୫ ଜଣ ସୁସ୍ଥ ହୋଇଥିବା ବେଳେ ୭୪,୧୭୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୦୮୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୨,୯୧୮ ସୁସ୍ଥ ସଂଖ୍ୟା ୧,୧୧,୮୬୬ ଚିକିତ୍ସିତ ସଂଖ୍ୟା ୧୦,୫୩୫, ମୃତ ସଂଖ୍ୟା ୫୦୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୭,୦୬୭ ସୁସ୍ଥ ସଂଖ୍ୟା ୫୯,୮୭୭ ଚିକିତ୍ସିତ ସଂଖ୍ୟା ୬୯୯୭, ମୃତ ସଂଖ୍ୟା ୧୮୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୩୭୧ ସୁସ୍ଥ ସଂଖ୍ୟା ୩୧,୩୧୬ ଚିକିତ୍ସିତ ସଂଖ୍ୟା ୭୫୫, ମୃତ ସଂଖ୍ୟା ୨୯୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୬,୮୧୩ ସୁସ୍ଥ ସଂଖ୍ୟା ୫୩,୨୪୦ ଚିକିତ୍ସିତ ସଂଖ୍ୟା ୩୨୭୭ ,ମୃତ ସଂଖ୍ୟା ୨୯୨ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୦୬୮ ସୁସ୍ଥ ସଂଖ୍ୟା ୮,୦୯୭ଚିକିତ୍ସିତ ସଂଖ୍ୟା ୯୩୪ ,ମୃତ ସଂଖ୍ୟା ୩୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment