ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୧୧୮।

ଭୁବନେଶ୍ବର ୦୭/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୧୧୮। ପଜିଟିଭ ସଂଖ୍ୟା ୮,୧୯,୨୧୪ ଚିହ୍ନଟ ହୋଇଛନ୍ତି ୭,୩୯,୩୭୬ ଜଣ ସୁସ୍ଥ ହୋଇଥିବା ବେଳେ ୭୬,୭୫୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୦୩୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୨,୦୬୫ ସୁସ୍ଥ ସଂଖ୍ୟା ୧,୧୦,୬୪୦ ଚିକିତ୍ସିତ ସଂଖ୍ୟା ୧୦,୯୧୪, ମୃତ ସଂଖ୍ୟା ୫୦୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୬,୭୧୮ ସୁସ୍ଥ ସଂଖ୍ୟା ୫୯,୧୩୬ ଚିକିତ୍ସିତ ସଂଖ୍ୟା ୭୩୯୪, ମୃତ ସଂଖ୍ୟା ୧୮୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୩୩୬ ସୁସ୍ଥ ସଂଖ୍ୟା ୩୧,୧୪୮ ଚିକିତ୍ସିତ ସଂଖ୍ୟା ୮୮୮, ମୃତ ସଂଖ୍ୟା ୨୯୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୬,୭୦୦ ସୁସ୍ଥ ସଂଖ୍ୟା ୫୩,୦୭୦ ଚିକିତ୍ସିତ ସଂଖ୍ୟା ୩୩୩୮ ,ମୃତ ସଂଖ୍ୟା ୨୮୮ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୯୫୨ ସୁସ୍ଥ ସଂଖ୍ୟା ୭,୯୭୯ ଚିକିତ୍ସିତ ସଂଖ୍ୟା ୯୩୭ ,ମୃତ ସଂଖ୍ୟା ୩୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment