ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୦୦୨।

ଭୁବନେଶ୍ବର ୦୬/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୦୦୨। ପଜିଟିଭ ସଂଖ୍ୟା ୮,୧୩,୦୯୬ ଚିହ୍ନଟ ହୋଇଛନ୍ତି ୭,୩୨,୦୧୮ ଜଣ ସୁସ୍ଥ ହୋଇଥିବା ବେଳେ ୭୮,୦୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୯୯୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୧,୫୭୦ ସୁସ୍ଥ ସଂଖ୍ୟା ୧,୦୯,୯୧୭ ଚିକିତ୍ସିତ ସଂଖ୍ୟା ୧୧,୧୪୮, ମୃତ ସଂଖ୍ୟା ୪୯୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୬,୦୭୮ ସୁସ୍ଥ ସଂଖ୍ୟା ୫୮,୦୯୮ ଚିକିତ୍ସିତ ସଂଖ୍ୟା ୭୭୯୨, ମୃତ ସଂଖ୍ୟା ୧୮୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୨୪୩ ସୁସ୍ଥ ସଂଖ୍ୟା ୩୧,୦୧୬ ଚିକିତ୍ସିତ ସଂଖ୍ୟା ୯୩୦, ମୃତ ସଂଖ୍ୟା ୨୮୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୬,୪୨୮ ସୁସ୍ଥ ସଂଖ୍ୟା ୫୨,୮୮୯ ଚିକିତ୍ସିତ ସଂଖ୍ୟା ୩୨୫୧ ,ମୃତ ସଂଖ୍ୟା ୨୮୪ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୮୪୫ ସୁସ୍ଥ ସଂଖ୍ୟା ୭,୮୮୦ ଚିକିତ୍ସିତ ସଂଖ୍ୟା ୯୨୯ ,ମୃତ ସଂଖ୍ୟା ୩୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment