ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୭୨୯।

ଭୁବନେଶ୍ବର ୦୪/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୭୨୯। ପଜିଟିଭ ସଂଖ୍ୟା ୭,୯୮,୬୯୯ ଚିହ୍ନଟ ହୋଇଛନ୍ତି ୭,୧୩,୦୫୫ ଜଣ ସୁସ୍ଥ ହୋଇଥିବା ବେଳେ ୮୨,୬୭୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୯୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୯,୩୩୪ ସୁସ୍ଥ ସଂଖ୍ୟା ୧,୦୭,୩୬୯ ଚିକିତ୍ସିତ ସଂଖ୍ୟା ୧୧,୪୭୦, ମୃତ ସଂଖ୍ୟା ୪୮୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୪,୪୩୯ ସୁସ୍ଥ ସଂଖ୍ୟା ୫୬,୭୩୪ ଚିକିତ୍ସିତ ସଂଖ୍ୟା ୭୫୨୫, ମୃତ ସଂଖ୍ୟା ୧୭୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୧୦୦ ସୁସ୍ଥ ସଂଖ୍ୟା ୩୦,୭୧୧ ଚିକିତ୍ସିତ ସଂଖ୍ୟା ୧୦୯୪, ମୃତ ସଂଖ୍ୟା ୨୮୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୫,୯୧୮ ସୁସ୍ଥ ସଂଖ୍ୟା ୫୧,୪୭୧ ଚିକିତ୍ସିତ ସଂଖ୍ୟା ୪୧୬୫ ,ମୃତ ସଂଖ୍ୟା ୨୭୮ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୬୪୦ ସୁସ୍ଥ ସଂଖ୍ୟା ୭,୬୫୬ ଚିକିତ୍ସିତ ସଂଖ୍ୟା ୯୪୯ ,ମୃତ ସଂଖ୍ୟା ୩୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment