ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୩୮୬।

ଭୁବନେଶ୍ବର ୨୮/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୩୮୬। ପଜିଟିଭ ସଂଖ୍ୟା ୪,୨୮,୫୧୫ ଚିହ୍ନଟ ହୋଇଛନ୍ତି ୩,୭୧,୨୦୦ ଜଣ ସୁସ୍ଥ ହୋଇଥିବା ବେଳେ ୫୫,୨୪୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୦୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୮,୦୭୬ ସୁସ୍ଥ ସଂଖ୍ୟା ୫୭,୬୦୩ ଚିକିତ୍ସିତ ସଂଖ୍ୟା ୧୦,୧୧୧, ମୃତ ସଂଖ୍ୟା ୩୫୨, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୨୨୬ ସୁସ୍ଥ ସଂଖ୍ୟା ୩୦,୭୩୨ ଚିକିତ୍ସିତ ସଂଖ୍ୟା ୩୩୪୫, ମୃତ ସଂଖ୍ୟା ୧୪୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୪,୦୪୯, ସୁସ୍ଥ ସଂଖ୍ୟା ୨୨,୫୫୧ ଚିକିତ୍ସିତ ସଂଖ୍ୟା ୧୨୩୨ ମୃତ ସଂଖ୍ୟା ୨୫୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୦୫୦ ସୁସ୍ଥ ସଂଖ୍ୟା ୨୦,୫୩୦, ଚିକିତ୍ସିତ ସଂଖ୍ୟା ୬୩୩୦, ମୃତ ସଂଖ୍ୟା ୧୮୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment