ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୭୩୫।

ଭୁବନେଶ୍ବର ,୦୧/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୬୯୮। ପଜିଟିଭ ସଂଖ୍ୟା ୭,୭୩,୭୩୨ ଚିହ୍ନଟ ହୋଇଛନ୍ତି ୬,୮୦,୯୩୨ ଜଣ ସୁସ୍ଥ ହୋଇଥିବା ବେଳେ ୮୯,୯୫୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୭୯୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୫,୯୩୫ ସୁସ୍ଥ ସଂଖ୍ୟା ୧,୦୨,୭୬୫ ଚିକିତ୍ସିତ ସଂଖ୍ୟା ୧୨,୬୮୯, ମୃତ ସଂଖ୍ୟା ୪୭୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୧୮୪ ସୁସ୍ଥ ସଂଖ୍ୟା ୫୩,୫୮୨ ଚିକିତ୍ସିତ ସଂଖ୍ୟା ୮୪୩୩, ମୃତ ସଂଖ୍ୟା ୧୬୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୧,୬୮୬ ସୁସ୍ଥ ସଂଖ୍ୟା ୩୦,୧୮୪ ଚିକିତ୍ସିତ ସଂଖ୍ୟା ୧୨୧୦, ମୃତ ସଂଖ୍ୟା ୨୮୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୪,୮୩୩ ସୁସ୍ଥ ସଂଖ୍ୟା ୪୯,୪୦୧ ଚିକିତ୍ସିତ ସଂଖ୍ୟା ୫୧୫୮ ,ମୃତ ସଂଖ୍ୟା ୨୭୦ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୩୨୩ ସୁସ୍ଥ ସଂଖ୍ୟା ୭,୩୪୫ ଚିକିତ୍ସିତ ସଂଖ୍ୟା ୯୪୪ ,ମୃତ ସଂଖ୍ୟା ୩୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment