ଭୁବନେଶ୍ବର ୦୭/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୪ ପଜିଟିଭ ସଂଖ୍ୟା ୧୨,୮୮,୧୩୧ ଚିହ୍ନଟ ହୋଇଛନ୍ତି ୧୨,୭୮,୮୪୯ ଜଣ ସୁସ୍ଥ ହୋଇଥିବା ବେଳେ ୧୦୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୮୭୨ ସୁସ୍ଥ ସଂଖ୍ୟା ୨,୪୩,୦୮୮ ଚିକିତ୍ସିତ ସଂଖ୍ୟା ୨୪ ମୃତ ସଂଖ୍ୟା ୧୭୫୦, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୫୧, ସୁସ୍ଥ ସଂଖ୍ୟା ୧,୧୨,୮୩୪ ଚିକିତ୍ସିତ ସଂଖ୍ୟା ୦୬, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୬ ସୁସ୍ଥ ସଂଖ୍ୟା ୩୬,୨୩୬ ଚିକିତ୍ସିତ ସଂଖ୍ୟା ୦, ମୃତ ସଂଖ୍ୟା ୫୧୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୮୪୦ ସୁସ୍ଥ ସଂଖ୍ୟା ୯୦,୧୫୩ ଚିକିତ୍ସିତ ସଂଖ୍ୟା ୦୨ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।