ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୦୯।

ଭୁବନେଶ୍ବର ୨୧/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୦୯ ପଜିଟିଭ ସଂଖ୍ୟା ୧୨,୮୭,୯୬୮ ଚିହ୍ନଟ ହୋଇଛନ୍ତି ୧୨,୭୮,୬୮୭ ଜଣ ସୁସ୍ଥ ହୋଇଥିବା ବେଳେ ୧୦୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୮୨୪ ସୁସ୍ଥ ସଂଖ୍ୟା ୨,୪୩,୦୪୪ ଚିକିତ୍ସିତ ସଂଖ୍ୟା ୨୦ ମୃତ ସଂଖ୍ୟା ୧୭୪୯, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୩୭, ସୁସ୍ଥ ସଂଖ୍ୟା ୧,୧୨,୮୨୦ ଚିକିତ୍ସିତ ସଂଖ୍ୟା ୧୪, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୬ ସୁସ୍ଥ ସଂଖ୍ୟା ୩୬,୨୩୬ ଚିକିତ୍ସିତ ସଂଖ୍ୟା ୦, ମୃତ ସଂଖ୍ୟା ୫୧୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୮୩୦ ସୁସ୍ଥ ସଂଖ୍ୟା ୯୦,୧୩୯ ଚିକିତ୍ସିତ ସଂଖ୍ୟା ୦୬ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment