ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୧୮୮।

ଭୁବନେଶ୍ବର ୨୯/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୧୮୮। ପଜିଟିଭ ସଂଖ୍ୟା ୭,୪୭,୧୪୩ ଚିହ୍ନଟ ହୋଇଛନ୍ତି ୬,୪୭,୧୩୩ ଜଣ ସୁସ୍ଥ ହୋଇଥିବା ବେଳେ ୯୭,୨୭୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୬୮୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୨,୩୯୭ ସୁସ୍ଥ ସଂଖ୍ୟା ୯୮,୧୬୨ ଚିକିତ୍ସିତ ସଂଖ୍ୟା ୧୩,୭୬୨, ମୃତ ସଂଖ୍ୟା ୪୬୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୨୦୨ ସୁସ୍ଥ ସଂଖ୍ୟା ୫୦,୫୧୦ ଚିକିତ୍ସିତ ସଂଖ୍ୟା ୯୫୩୨, ମୃତ ସଂଖ୍ୟା ୧୫୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୧,୨୫୧, ସୁସ୍ଥ ସଂଖ୍ୟା ୨୯,୪୫୦ ଚିକିତ୍ସିତ ସଂଖ୍ୟା ୧୫୧୩, ମୃତ ସଂଖ୍ୟା ୨୮୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୫୨୯ ସୁସ୍ଥ ସଂଖ୍ୟା ୪୭,୨୮୪ ଚିକିତ୍ସିତ ସଂଖ୍ୟା ୫୯୭୯ ,ମୃତ ସଂଖ୍ୟା ୨୬୨ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୦୦୧ ସୁସ୍ଥ ସଂଖ୍ୟା ୭,୦୩୫ ଚିକିତ୍ସିତ ସଂଖ୍ୟା ୯୩୩ ,ମୃତ ସଂଖ୍ୟା ୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment