ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୨୧୬।

ଭୁବନେଶ୍ବର ୨୮/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୨୧୬। ପଜିଟିଭ ସଂଖ୍ୟା ୭,୩୯,୯୫୫ ଚିହ୍ନଟ ହୋଇଛନ୍ତି ୬,୩୫,୧୭୯ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୨,୦୭୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୬୫୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୧,୧୬୩ ସୁସ୍ଥ ସଂଖ୍ୟା ୯୬,୮୨୪ ଚିକିତ୍ସିତ ସଂଖ୍ୟା ୧୩,୯୬୯, ମୃତ ସଂଖ୍ୟା ୪୬୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୫୧୨ ସୁସ୍ଥ ସଂଖ୍ୟା ୪୯,୬୭୯ ଚିକିତ୍ସିତ ସଂଖ୍ୟା ୯୬୭୪, ମୃତ ସଂଖ୍ୟା ୧୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୧,୦୮୮, ସୁସ୍ଥ ସଂଖ୍ୟା ୨୯,୨୩୨ ଚିକିତ୍ସିତ ସଂଖ୍ୟା ୧୫୬୮, ମୃତ ସଂଖ୍ୟା ୨୮୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୩୫୭ ସୁସ୍ଥ ସଂଖ୍ୟା ୪୬,୨୯୦ ଚିକିତ୍ସିତ ସଂଖ୍ୟା ୬୮୦୪ ,ମୃତ ସଂଖ୍ୟା ୨୫୯ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୯୦୯ ସୁସ୍ଥ ସଂଖ୍ୟା ୬,୯୫୧ ଚିକିତ୍ସିତ ସଂଖ୍ୟା ୯୨୬ ,ମୃତ ସଂଖ୍ୟା ୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment