ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୦।

ଭୁବନେଶ୍ବର ୨୧/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୦ ପଜିଟିଭ ସଂଖ୍ୟା ୧୨,୮୭,୧୯୩ ଚିହ୍ନଟ ହୋଇଛନ୍ତି ୧୨,୭୭,୪୨୪ ଜଣ ସୁସ୍ଥ ହୋଇଥିବା ବେଳେ ୬୦୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୯୫ ସୁସ୍ଥ ସଂଖ୍ୟା ୨,୪୨,୯୩୧ ଚିକିତ୍ସିତ ସଂଖ୍ୟା ୦୬ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୦୧, ସୁସ୍ଥ ସଂଖ୍ୟା ୧,୧୨,୭୬୫ ଚିକିତ୍ସିତ ସଂଖ୍ୟା ୨୫, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୪୩ ସୁସ୍ଥ ସଂଖ୍ୟା ୩୬,୧୪୦ ଚିକିତ୍ସିତ ସଂଖ୍ୟା ୮୫, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୩୫ ସୁସ୍ଥ ସଂଖ୍ୟା ୯୦,୦୦୧ ଚିକିତ୍ସିତ ସଂଖ୍ୟା ୪୯ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment