ଭୁବନେଶ୍ବର ୧୯/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୨ ପଜିଟିଭ ସଂଖ୍ୟା ୧୨,୮୭,୧୦୮ ଚିହ୍ନଟ ହୋଇଛନ୍ତି ୧୨,୭୭,୨୭୧ ଜଣ ସୁସ୍ଥ ହୋଇଥିବା ବେଳେ ୬୬୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୯୦ ସୁସ୍ଥ ସଂଖ୍ୟା ୨,୪୨,୯୨୬ ଚିକିତ୍ସିତ ସଂଖ୍ୟା ୦୬ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୯୯, ସୁସ୍ଥ ସଂଖ୍ୟା ୧,୧୨,୭୫୫ ଚିକିତ୍ସିତ ସଂଖ୍ୟା ୩୩, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୩୧ ସୁସ୍ଥ ସଂଖ୍ୟା ୩୬,୧୨୮ ଚିକିତ୍ସିତ ସଂଖ୍ୟା ୮୫, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୩୪ ସୁସ୍ଥ ସଂଖ୍ୟା ୮୯,୯୮୪ ଚିକିତ୍ସିତ ସଂଖ୍ୟା ୬୫ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।