ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୫।

ଭୁବନେଶ୍ବର ୧୭/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୫ ପଜିଟିଭ ସଂଖ୍ୟା ୧୨,୮୬,୯୫୭ ଚିହ୍ନଟ ହୋଇଛନ୍ତି ୧୨,୭୭,୦୪୫ ଜଣ ସୁସ୍ଥ ହୋଇଥିବା ବେଳେ ୭୪୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୭୮ ସୁସ୍ଥ ସଂଖ୍ୟା ୨,୪୨,୮୯୯ ଚିକିତ୍ସିତ ସଂଖ୍ୟା ୩୨ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୯୫, ସୁସ୍ଥ ସଂଖ୍ୟା ୧,୧୨,୭୫୧ ଚିକିତ୍ସିତ ସଂଖ୍ୟା ୩୩, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୦୩ ସୁସ୍ଥ ସଂଖ୍ୟା ୩୬,୧୨୧ ଚିକିତ୍ସିତ ସଂଖ୍ୟା ୬୪, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୧୮ ସୁସ୍ଥ ସଂଖ୍ୟା ୮୯,୯୬୨ ଚିକିତ୍ସିତ ସଂଖ୍ୟା ୭୧ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment