ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୮।

ଭୁବନେଶ୍ବର ୧୪/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୮ ପଜିଟିଭ ସଂଖ୍ୟା ୧୨,୮୬,୬୯୪ ଚିହ୍ନଟ ହୋଇଛନ୍ତି ୧୨,୭୬,୬୭୫ ଜଣ ସୁସ୍ଥ ହୋଇଥିବା ବେଳେ ୮୫୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୫ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୫୫ ସୁସ୍ଥ ସଂଖ୍ୟା ୨,୪୨,୮୬୩ ଚିକିତ୍ସିତ ସଂଖ୍ୟା ୩୪ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୯୦, ସୁସ୍ଥ ସଂଖ୍ୟା ୧,୧୨,୭୩୯ ଚିକିତ୍ସିତ ସଂଖ୍ୟା ୪୧, ମୃତ ସଂଖ୍ୟା ୯୦୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୬୮ ସୁସ୍ଥ ସଂଖ୍ୟା ୩୬,୧୦୯ ଚିକିତ୍ସିତ ସଂଖ୍ୟା ୪୧, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୬୮୭ ସୁସ୍ଥ ସଂଖ୍ୟା ୮୯,୯୩୬ ଚିକିତ୍ସିତ ସଂଖ୍ୟା ୬୬ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment