ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୬।

ଭୁବନେଶ୍ବର ୧୩/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୬ ପଜିଟିଭ ସଂଖ୍ୟା ୧୨,୮୬,୬୨୬ ଚିହ୍ନଟ ହୋଇଛନ୍ତି ୧୨,୭୬,୫୬୫ ଜଣ ସୁସ୍ଥ ହୋଇଥିବା ବେଳେ ୮୯୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୫୧ ସୁସ୍ଥ ସଂଖ୍ୟା ୨,୪୨,୮୪୫ ଚିକିତ୍ସିତ ସଂଖ୍ୟା ୪୮ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୮୬, ସୁସ୍ଥ ସଂଖ୍ୟା ୧,୧୨,୭୩୬ ଚିକିତ୍ସିତ ସଂଖ୍ୟା ୪୦, ମୃତ ସଂଖ୍ୟା ୯୦୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୫୬ ସୁସ୍ଥ ସଂଖ୍ୟା ୩୬,୧୦୫ ଚିକିତ୍ସିତ ସଂଖ୍ୟା ୩୩, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୬୮୬ ସୁସ୍ଥ ସଂଖ୍ୟା ୮୯,୯୩୦ ଚିକିତ୍ସିତ ସଂଖ୍ୟା ୭୪ ମୃତ ସଂଖ୍ୟା ୬୭୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment