ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୮।

ଭୁବନେଶ୍ବର ୦୯/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୮ ପଜିଟିଭ ସଂଖ୍ୟା ୧୨,୮୬,୨୪୫ ଚିହ୍ନଟ ହୋଇଛନ୍ତି ୧୨,୭୫,୯୮୦ ଜଣ ସୁସ୍ଥ ହୋଇଥିବା ବେଳେ ୧,୧୧୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୦୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୨୦ ସୁସ୍ଥ ସଂଖ୍ୟା ୨,୪୨,୭୯୫ ଚିକିତ୍ସିତ ସଂଖ୍ୟା ୬୮ ମୃତ ସଂଖ୍ୟା ୧୭୪୭, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୬୬, ସୁସ୍ଥ ସଂଖ୍ୟା ୧,୧୨,୭୧୪ ଚିକିତ୍ସିତ ସଂଖ୍ୟା ୪୨, ମୃତ ସଂଖ୍ୟା ୯୦୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୪୬ସୁସ୍ଥ ସଂଖ୍ୟା ୩୬,୦୮୭ ଚିକିତ୍ସିତ ସଂଖ୍ୟା ୪୧, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୬୪୧ ସୁସ୍ଥ ସଂଖ୍ୟା ୮୯,୮୬୭ ଚିକିତ୍ସିତ ସଂଖ୍ୟା ୧୦୦ ମୃତ ସଂଖ୍ୟା ୬୭୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment