ଭୁବନେଶ୍ବର ୦୭/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୦ ପଜିଟିଭ ସଂଖ୍ୟା ୧୨,୮୬,୦୦୯ ଚିହ୍ନଟ ହୋଇଛନ୍ତି ୧୨,୭୫,୫୪୨ ଜଣ ସୁସ୍ଥ ହୋଇଥିବା ବେଳେ ୧,୩୧୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୦୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୫୯୮ ସୁସ୍ଥ ସଂଖ୍ୟା ୨,୪୨,୭୫୯ ଚିକିତ୍ସିତ ସଂଖ୍ୟା ୮୨ ମୃତ ସଂଖ୍ୟା ୧୭୪୭, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୬୨, ସୁସ୍ଥ ସଂଖ୍ୟା ୧,୧୨,୬୯୯ ଚିକିତ୍ସିତ ସଂଖ୍ୟା ୫୩, ମୃତ ସଂଖ୍ୟା ୯୦୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୨୮ ସୁସ୍ଥ ସଂଖ୍ୟା ୩୬,୦୭୪ ଚିକିତ୍ସିତ ସଂଖ୍ୟା ୩୬, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୬୨୧ ସୁସ୍ଥ ସଂଖ୍ୟା ୮୯,୮୪୪ ଚିକିତ୍ସିତ ସଂଖ୍ୟା ୧୦୩ ମୃତ ସଂଖ୍ୟା ୬୭୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।