ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୯।

ଭୁବନେଶ୍ବର ୦୬/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୯ ପଜିଟିଭ ସଂଖ୍ୟା ୧୨,୮୫,୮୮୯ ଚିହ୍ନଟ ହୋଇଛନ୍ତି ୧୨,୭୫,୨୨୮ ଜଣ ସୁସ୍ଥ ହୋଇଥିବା ବେଳେ ୧,୫୦୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୦୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୫୮୮ ସୁସ୍ଥ ସଂଖ୍ୟା ୨,୪୨,୭୨୬ ଚିକିତ୍ସିତ ସଂଖ୍ୟା ୧୦୫ ମୃତ ସଂଖ୍ୟା ୧୭୪୭, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୬୧, ସୁସ୍ଥ ସଂଖ୍ୟା ୧,୧୨,୬୯୦ ଚିକିତ୍ସିତ ସଂଖ୍ୟା ୬୧, ମୃତ ସଂଖ୍ୟା ୯୦୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୨୭ ସୁସ୍ଥ ସଂଖ୍ୟା ୩୬,୦୬୬ ଚିକିତ୍ସିତ ସଂଖ୍ୟା ୪୩, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୬୧୭ ସୁସ୍ଥ ସଂଖ୍ୟା ୮୯,୮୩୭ ଚିକିତ୍ସିତ ସଂଖ୍ୟା ୧୦୬ ମୃତ ସଂଖ୍ୟା ୬୭୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment