ଭୁବନେଶ୍ବର ୨୬/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୬୨୩। ପଜିଟିଭ ସଂଖ୍ୟା ୭,୨୬,୦୦୩ ଚିହ୍ନଟ ହୋଇଛନ୍ତି ୬,୧୨,୯୯୩ ଜଣ ସୁସ୍ଥ ହୋଇଥିବା ବେଳେ ୧,୧୦,୩୭୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୫୮୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୯,୯୩୭ ସୁସ୍ଥ ସଂଖ୍ୟା ୯୪,୩୬୨ ଚିକିତ୍ସିତ ସଂଖ୍ୟା ୧୫,୧୧୨, ମୃତ ସଂଖ୍ୟା ୪୫୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୦୫୯ ସୁସ୍ଥ ସଂଖ୍ୟା ୪୮,୦୩୪ ଚିକିତ୍ସିତ ସଂଖ୍ୟା ୯୮୬୬, ମୃତ ସଂଖ୍ୟା ୧୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୭୪୨, ସୁସ୍ଥ ସଂଖ୍ୟା ୨୮,୬୨୨ ଚିକିତ୍ସିତ ସଂଖ୍ୟା ୨୮୩୨, ମୃତ ସଂଖ୍ୟା ୨୮୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୫୪୩ ସୁସ୍ଥ ସଂଖ୍ୟା ୪୪,୬୪୧ ଚିକିତ୍ସିତ ସଂଖ୍ୟା ୭୫୫୬ ,ମୃତ ସଂଖ୍ୟା ୨୫୨ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୬୭୬ ସୁସ୍ଥ ସଂଖ୍ୟା ୬,୭୭୫ ଚିକିତ୍ସିତ ସଂଖ୍ୟା ୮୬୯ ,ମୃତ ସଂଖ୍ୟା ୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।