ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୭୧।

ଭୁବନେଶ୍ବର ୨୮/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୧ ପଜିଟିଭ ସଂଖ୍ୟା ୧୨,୮୫,୦୩୮ ଚିହ୍ନଟ ହୋଇଛନ୍ତି ୧୨,୭୩,୩୦୪ଜଣ ସୁସ୍ଥ ହୋଇଥିବା ବେଳେ ୨,୬୧୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୭୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୫୧୩ ସୁସ୍ଥ ସଂଖ୍ୟା ୨,୪୨,୫୧୪ ଚିକିତ୍ସିତ ସଂଖ୍ୟା ୨୫୦ ମୃତ ସଂଖ୍ୟା ୧୭୩୯, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୨୯, ସୁସ୍ଥ ସଂଖ୍ୟା ୧,୧୨,୫୮୯ ଚିକିତ୍ସିତ ସଂଖ୍ୟା ୧୩୩, ମୃତ ସଂଖ୍ୟା ୯୦୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୧୪ ସୁସ୍ଥ ସଂଖ୍ୟା ୩୬,୦୨୦ ଚିକିତ୍ସିତ ସଂଖ୍ୟା ୭୭, ମୃତ ସଂଖ୍ୟା ୫୦୯ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୫୩୧ ସୁସ୍ଥ ସଂଖ୍ୟା ୮୯,୫୭୬ ଚିକିତ୍ସିତ ସଂଖ୍ୟା ୨୮୯ ମୃତ ସଂଖ୍ୟା ୬୬୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment