ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୩୯।

ଭୁବନେଶ୍ବର ୨୪/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୩୯ ପଜିଟିଭ ସଂଖ୍ୟା ୧୨,୮୩,୯୭୮ ଚିହ୍ନଟ ହୋଇଛନ୍ତି ୧୨,୭୧,୦୧୮ ଜଣ ସୁସ୍ଥ ହୋଇଥିବା ବେଳେ ୩,୮୬୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୪୦୩ ସୁସ୍ଥ ସଂଖ୍ୟା ୨,୪୨,୨୦୦ ଚିକିତ୍ସିତ ସଂଖ୍ୟା ୪୫୮ ମୃତ ସଂଖ୍ୟା ୧୭୩୫, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୧୩ , ସୁସ୍ଥ ସଂଖ୍ୟା ୧,୧୨,୪୯୯ ଚିକିତ୍ସିତ ସଂଖ୍ୟା ୨୦୮, ମୃତ ସଂଖ୍ୟା ୯୦୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୫୭୧ ସୁସ୍ଥ ସଂଖ୍ୟା ୩୫,୯୭୯ ଚିକିତ୍ସିତ ସଂଖ୍ୟା ୭୫, ମୃତ ସଂଖ୍ୟା ୫୦୯ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୪୫୯ ସୁସ୍ଥ ସଂଖ୍ୟା ୮୯,୨୪୭ ଚିକିତ୍ସିତ ସଂଖ୍ୟା ୫୪୬ ମୃତ ସଂଖ୍ୟା ୬୬୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment