ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୨୮।

ଭୁବନେଶ୍ବର ୨୨/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୨୮ ପଜିଟିଭ ସଂଖ୍ୟା ୧୨,୮୩,୨୯୭ ଚିହ୍ନଟ ହୋଇଛନ୍ତି ୧୨,୬୯,୨୫୩ ଜଣ ସୁସ୍ଥ ହୋଇଥିବା ବେଳେ ୪,୯୫୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୩୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୩୩୫ ସୁସ୍ଥ ସଂଖ୍ୟା ୨,୪୧,୮୫୧ ଚିକିତ୍ସିତ ସଂଖ୍ୟା ୭୪୦ ମୃତ ସଂଖ୍ୟା ୧୭୩୪, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୫୭୬ , ସୁସ୍ଥ ସଂଖ୍ୟା ୧,୧୨,୪୧୦ ଚିକିତ୍ସିତ ସଂଖ୍ୟା ୨୬୧, ମୃତ ସଂଖ୍ୟା ୯୦୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୫୫୨ ସୁସ୍ଥ ସଂଖ୍ୟା ୩୫,୯୩୫ ଚିକିତ୍ସିତ ସଂଖ୍ୟା ୧୦୦, ମୃତ ସଂଖ୍ୟା ୫୦୯ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୩୪୦ ସୁସ୍ଥ ସଂଖ୍ୟା ୮୯,୦୮୭ ଚିକିତ୍ସିତ ସଂଖ୍ୟା ୫୮୯ ମୃତ ସଂଖ୍ୟା ୬୬୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment