ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୦୫୯ ।

ଭୁବନେଶ୍ବର ୨୪/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୦୫୯। ପଜିଟିଭ ସଂଖ୍ୟା ୭,୦୩,୪୪୧ ଚିହ୍ନଟ ହୋଇଛନ୍ତି ୫,୮୯,୬୧୦ ଜଣ ସୁସ୍ଥ ହୋଇଥିବା ବେଳେ ୧,୧୧,୨୬୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୫୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୬,୬୧୮ ସୁସ୍ଥ ସଂଖ୍ୟା ୯୧,୨୨୩ ଚିକିତ୍ସିତ ସଂଖ୍ୟା ୧୪,୯୪୪, ମୃତ ସଂଖ୍ୟା ୪୪୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୬,୧୩୯ ସୁସ୍ଥ ସଂଖ୍ୟା ୪୬,୦୦୨ ଚିକିତ୍ସିତ ସଂଖ୍ୟା ୯୯୭୯, ମୃତ ସଂଖ୍ୟା ୧୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୩୩୦, ସୁସ୍ଥ ସଂଖ୍ୟା ୨୮,୧୭୬ ଚିକିତ୍ସିତ ସଂଖ୍ୟା ୨୮୬୯, ମୃତ ସଂଖ୍ୟା ୨୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୨୪୨ ସୁସ୍ଥ ସଂଖ୍ୟା ୪୨,୮୦୮ ଚିକିତ୍ସିତ ସଂଖ୍ୟା ୮୧୮୫ ,ମୃତ ସଂଖ୍ୟା ୨୪୫ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୫୦୦ ସୁସ୍ଥ ସଂଖ୍ୟା ୬,୫୬୪ ଚିକିତ୍ସିତ ସଂଖ୍ୟା ୯୦୪ ,ମୃତ ସଂଖ୍ୟା ୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment