ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୫୯।

ଭୁବନେଶ୍ବର ୧୪/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୫୯ ପଜିଟିଭ ସଂଖ୍ୟା ୧୨,୭୮,୧୨୧ ଚିହ୍ନଟ ହୋଇଛନ୍ତି ୧୨,୫୭,୮୪୦ ଜଣ ସୁସ୍ଥ ହୋଇଥିବା ବେଳେ ୧୧,୩୨୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮,୯୦୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୩,୬୭୩ ସୁସ୍ଥ ସଂଖ୍ୟା ୨,୩୯,୮୭୯ ଚିକିତ୍ସିତ ସଂଖ୍ୟା ୨,୦୪୧ ମୃତ ସଂଖ୍ୟା ୧୭୦୭, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୨୯୪ , ସୁସ୍ଥ ସଂଖ୍ୟା ୧,୧୧,୬୬୩ ଚିକିତ୍ସିତ ସଂଖ୍ୟା ୭୩୫ , ମୃତ ସଂଖ୍ୟା ୮୯୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୪୭୪ ସୁସ୍ଥ ସଂଖ୍ୟା ୩୫,୭୯୨ ଚିକିତ୍ସିତ ସଂଖ୍ୟା ୧୬୯, ମୃତ ସଂଖ୍ୟା ୫୦୫ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୬୫୦ ସୁସ୍ଥ ସଂଖ୍ୟା ୮୮,୧୪୫ ଚିକିତ୍ସିତ ସଂଖ୍ୟା ୮୬୮ ମୃତ ସଂଖ୍ୟା ୬୩୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment