ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୮୫୨ ।

ଭୁବନେଶ୍ବର ୨୩/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୮୫୨। ପଜିଟିଭ ସଂଖ୍ୟା ୬,୯୨,୩୮୨ ଚିହ୍ନଟ ହୋଇଛନ୍ତି ୫,୭୭,୯୮୩ ଜଣ ସୁସ୍ଥ ହୋଇଥିବା ବେଳେ ୧,୧୧,୮୬୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୪୮୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୫,୬୦୮ ସୁସ୍ଥ ସଂଖ୍ୟା ୮୯,୦୩୫ ଚିକିତ୍ସିତ ସଂଖ୍ୟା ୧୬,୧୨୮, ମୃତ ସଂଖ୍ୟା ୪୩୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୫,୦୦୬ ସୁସ୍ଥ ସଂଖ୍ୟା ୪୫,୨୩୨ ଚିକିତ୍ସିତ ସଂଖ୍ୟା ୯୬୧୭, ମୃତ ସଂଖ୍ୟା ୧୫୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୧୭୫, ସୁସ୍ଥ ସଂଖ୍ୟା ୨୭,୯୩୮ ଚିକିତ୍ସିତ ସଂଖ୍ୟା ୨୯୫୬, ମୃତ ସଂଖ୍ୟା ୨୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୦,୫୧୩ ସୁସ୍ଥ ସଂଖ୍ୟା ୪୧,୯୩୦ ଚିକିତ୍ସିତ ସଂଖ୍ୟା ୮୩୩୭ ,ମୃତ ସଂଖ୍ୟା ୨୪୨ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୪୦୨ ସୁସ୍ଥ ସଂଖ୍ୟା ୬,୪୪୨ ଚିକିତ୍ସିତ ସଂଖ୍ୟା ୯୨୮ ,ମୃତ ସଂଖ୍ୟା ୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment