ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୪୮୦।

ଭୁବନେଶ୍ବର ୧୦/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୪୮୦ ପଜିଟିଭ ସଂଖ୍ୟା ୧୨,୭୩,୦୦୩ ଚିହ୍ନଟ ହୋଇଛନ୍ତି ୧୨,୪୮,୧୫୨ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୯୮୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮,୮୧୮ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୨,୯୨୩ ସୁସ୍ଥ ସଂଖ୍ୟା ୨,୩୭,୮୨୬ ଚିକିତ୍ସିତ ସଂଖ୍ୟା ୩,୩୯୩ ମୃତ ସଂଖ୍ୟା ୧୬୯୪, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୨,୯୧୮, ସୁସ୍ଥ ସଂଖ୍ୟା ୧,୧୧,୦୮୬ ଚିକିତ୍ସିତ ସଂଖ୍ୟା ୯୩୯ , ମୃତ ସଂଖ୍ୟା ୮୮୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୩୬୧ ସୁସ୍ଥ ସଂଖ୍ୟା ୩୫,୬୪୨ ଚିକିତ୍ସିତ ସଂଖ୍ୟା ୨୦୯, ମୃତ ସଂଖ୍ୟା ୫୦୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୨୨୪ ସୁସ୍ଥ ସଂଖ୍ୟା ୮୭,୩୪୬ ଚିକିତ୍ସିତ ସଂଖ୍ୟା ୧,୨୪୫ ମୃତ ସଂଖ୍ୟା ୬୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment