ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୪୯୭।

ଭୁବନେଶ୍ବର ୦୭/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୪୯୭ ପଜିଟିଭ ସଂଖ୍ୟା ୧୨,୬୮,୩୦୮ ଚିହ୍ନଟ ହୋଇଛନ୍ତି ୧୨,୩୭,୯୭୬ ଜଣ ସୁସ୍ଥ ହୋଇଥିବା ବେଳେ ୨୧,୫୨୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୭୫୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୨,୧୭୦ ସୁସ୍ଥ ସଂଖ୍ୟା ୨,୩୫,୮୬୧ ଚିକିତ୍ସିତ ସଂଖ୍ୟା ୪,୬୨୨ ମୃତ ସଂଖ୍ୟା ୧୬୭୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୨,୫୯୮, ସୁସ୍ଥ ସଂଖ୍ୟା ,୧,୧୦,୨୫୩ ଚିକିତ୍ସିତ ସଂଖ୍ୟା ୧,୪୫୪, ମୃତ ସଂଖ୍ୟା ୮୮୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୨୯୮ ସୁସ୍ଥ ସଂଖ୍ୟା ୩୫,୪୮୭ ଚିକିତ୍ସିତ ସଂଖ୍ୟା ୩୦୪ ମୃତ ସଂଖ୍ୟା ୪୯୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୮,୭୮୧ ସୁସ୍ଥ ସଂଖ୍ୟା ୮୬,୫୦୨ ଚିକିତ୍ସିତ ସଂଖ୍ୟା ୧,୬୬୧ ମୃତ ସଂଖ୍ୟା ୬୧୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment