ଭୁବନେଶ୍ବର ୨୨/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୧୦୮। ପଜିଟିଭ ସଂଖ୍ୟା ୬,୭୯,୫୩୦ ଚିହ୍ନଟ ହୋଇଛନ୍ତି ୫,୬୭,୩୮୨ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୯,୬୩୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୪୫୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୩,୬୯୯ ସୁସ୍ଥ ସଂଖ୍ୟା ୮୭,୬୫୦ ଚିକିତ୍ସିତ ସଂଖ୍ୟା ୧୫,୬୦୯, ମୃତ ସଂଖ୍ୟା ୪୩୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୯୩୩ ସୁସ୍ଥ ସଂଖ୍ୟା ୪୪,୩୦୫ ଚିକିତ୍ସିତ ସଂଖ୍ୟା ୯୪୭୧, ମୃତ ସଂଖ୍ୟା ୧୫୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୮୩୫, ସୁସ୍ଥ ସଂଖ୍ୟା ୨୭,୬୯୧ ଚିକିତ୍ସିତ ସଂଖ୍ୟା ୨୮୬୪, ମୃତ ସଂଖ୍ୟା ୨୭୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୯,୬୬୫ ସୁସ୍ଥ ସଂଖ୍ୟା ୪୧,୪୧୫ ଚିକିତ୍ସିତ ସଂଖ୍ୟା ୮୦୦୮ ,ମୃତ ସଂଖ୍ୟା ୨୩୮ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୨୮୮ ସୁସ୍ଥ ସଂଖ୍ୟା ୬,୩୪୧ ଚିକିତ୍ସିତ ସଂଖ୍ୟା ୯୧୫ ,ମୃତ ସଂଖ୍ୟା ୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।