ଭୁବନେଶ୍ବର ୩୧/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩,୩୨୯ ପଜିଟିଭ ସଂଖ୍ୟା ୧୨,୪୯,୨୪୦ ଚିହ୍ନଟ ହୋଇଛନ୍ତି ୧୧,୯୩,୩୬୫ ଜଣ ସୁସ୍ଥ ହୋଇଥିବା ବେଳେ ୪୭,୨୧୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୬୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୩୮,୪୫୧ ସୁସ୍ଥ ସଂଖ୍ୟା ୨,୨୨,୪୬୯ ଚିକିତ୍ସିତ ସଂଖ୍ୟା ୧୪,୩୩୨ ମୃତ ସଂଖ୍ୟା ୧୬୪୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୧,୧୮୫, ସୁସ୍ଥ ସଂଖ୍ୟା ,୧,୦୭,୧୮୩ ଚିକିତ୍ସିତ ସଂଖ୍ୟା ୩,୧୨୬, ମୃତ ସଂଖ୍ୟା ୮୭୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୯୯୮ ସୁସ୍ଥ ସଂଖ୍ୟା ୩୫,୦୬୨ ଚିକିତ୍ସିତ ସଂଖ୍ୟା ୪୩୪ ମୃତ ସଂଖ୍ୟା ୪୯୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୭,୧୧୭ ସୁସ୍ଥ ସଂଖ୍ୟା ୮୩,୧୨୯ ଚିକିତ୍ସିତ ସଂଖ୍ୟା ୩,୩୮୦ ମୃତ ସଂଖ୍ୟା ୬୦୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୩୨୯।
