ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫,୦୫୭।

ଭୁବନେଶ୍ବର ୨୮/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫,୦୫୭ ପଜିଟିଭ ସଂଖ୍ୟା ୧୨,୩୬,୨୨୬ ଚିହ୍ନଟ ହୋଇଛନ୍ତି ୧୧,୬୩,୩୯୬ ଜଣ ସୁସ୍ଥ ହୋଇଥିବା ବେଳେ ୬୪,୨୧୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୫୬୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୩୫,୫୨୯ ସୁସ୍ଥ ସଂଖ୍ୟା ୨,୧୧,୨୪୯ ଚିକିତ୍ସିତ ସଂଖ୍ୟା ୨୨,୬୪୨ ମୃତ ସଂଖ୍ୟା ୧୬୨୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୦,୦୭୦, ସୁସ୍ଥ ସଂଖ୍ୟା ,୧,୦୫,୨୫୧ ଚିକିତ୍ସିତ ସଂଖ୍ୟା ୩,୯୪୬, ମୃତ ସଂଖ୍ୟା ୮୬୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୮୨୯ ସୁସ୍ଥ ସଂଖ୍ୟା ୩୪,୮୭୭ ଚିକିତ୍ସିତ ସଂଖ୍ୟା ୪୫୯ ମୃତ ସଂଖ୍ୟା ୪୮୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୫,୯୮୬ ସୁସ୍ଥ ସଂଖ୍ୟା ୮୦,୫୫୦ ଚିକିତ୍ସିତ ସଂଖ୍ୟା ୪,୮୨୮ ମୃତ ସଂଖ୍ୟା ୬୦୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment