ଭୁବନେଶ୍ବର ୨୭/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫,୯୦୧ ପଜିଟିଭ ସଂଖ୍ୟା ୧୨,୩୧,୧୬୯ ଚିହ୍ନଟ ହୋଇଛନ୍ତି ୧୧,୫୨,୨୩୯ ଜଣ ସୁସ୍ଥ ହୋଇଥିବା ବେଳେ ୭୦,୩୨୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୫୫୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୩୪,୪୧୮ ସୁସ୍ଥ ସଂଖ୍ୟା ୨,୦୭,୫୯୬ ଚିକିତ୍ସିତ ସଂଖ୍ୟା ୨୫,୧୮୬ ମୃତ ସଂଖ୍ୟା ୧୬୨୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୯,୫୭୫, ସୁସ୍ଥ ସଂଖ୍ୟା ,୧,୦୪,୪୯୯ ଚିକିତ୍ସିତ ସଂଖ୍ୟା ୪,୨୦୪, ମୃତ ସଂଖ୍ୟା ୮୬୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୭୬୯ ସୁସ୍ଥ ସଂଖ୍ୟା ୩୪,୮୦୮ ଚିକିତ୍ସିତ ସଂଖ୍ୟା ୪୬୮ ମୃତ ସଂଖ୍ୟା ୪୮୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୫,୫୫୭ ସୁସ୍ଥ ସଂଖ୍ୟା ୭୯,୫୨୦ ଚିକିତ୍ସିତ ସଂଖ୍ୟା ୫,୫୨୯ ମୃତ ସଂଖ୍ୟା ୬୦୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।