ଭୁବନେଶ୍ବର ୧୫/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୮୫୬ ପଜିଟିଭ ସଂଖ୍ୟା ୧୧,୨୨,୭୩୫ ଚିହ୍ନଟ ହୋଇଛନ୍ତି ୧୦,୫୨,୩୯୫ ଜଣ ସୁସ୍ଥ ହୋଇଥିବା ବେଳେ ୬୧,୮୦୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୭୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୦୨,୮୭୮ ସୁସ୍ଥ ସଂଖ୍ୟା ୧,୮୧,୨୪୫ ଚିକିତ୍ସିତ ସଂଖ୍ୟା ୨୦,୦୧୫, ମୃତ ସଂଖ୍ୟା ୧୬୦୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦୧,୧୭୨, ସୁସ୍ଥ ସଂଖ୍ୟା ୯୫,୬୪୫ ଚିକିତ୍ସିତ ସଂଖ୍ୟା ୪୬୬୨, ମୃତ ସଂଖ୍ୟା ୮୬୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୮୦୯ ସୁସ୍ଥ ସଂଖ୍ୟା ୩୩,୫୭୬ ଚିକିତ୍ସିତ ସଂଖ୍ୟା ୭୪୨ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୨,୨୯୭ ସୁସ୍ଥ ସଂଖ୍ୟା ୬୩,୩୨୭ ଚିକିତ୍ସିତ ସଂଖ୍ୟା ୮୩୭୩, ମୃତ ସଂଖ୍ୟା ୫୯୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।