ଭୁବନେଶ୍ବର ୧୩/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୦୫୯ ପଜିଟିଭ ସଂଖ୍ୟା ୧୧,୦୧,୬୦୬ ଚିହ୍ନଟ ହୋଇଛନ୍ତି ୧୦,୪୮,୭୩୨ ଜଣ ସୁସ୍ଥ ହୋଇଥିବା ବେଳେ ୪୪,୩୪୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୭୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୯୬,୨୯୫ ସୁସ୍ଥ ସଂଖ୍ୟା ୧,୮୦,୬୦୧ ଚିକିତ୍ସିତ ସଂଖ୍ୟା ୧୪,୦୭୬, ମୃତ ସଂଖ୍ୟା ୧୬୦୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୯,୪୧୯, ସୁସ୍ଥ ସଂଖ୍ୟା ୯୫,୧୪୪ ଚିକିତ୍ସିତ ସଂଖ୍ୟା ୩୪୧୧, ମୃତ ସଂଖ୍ୟା ୮୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୬୧୫ ସୁସ୍ଥ ସଂଖ୍ୟା ୩୩,୫୫୩ ଚିକିତ୍ସିତ ସଂଖ୍ୟା ୫୭୧ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୯,୩୦୫ ସୁସ୍ଥ ସଂଖ୍ୟା ୬୨,୩୯୫ ଚିକିତ୍ସିତ ସଂଖ୍ୟା ୬୩୧୪, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।