ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୭୭୮।

ଭୁବନେଶ୍ବର ୧୨/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୭୭୮ ପଜିଟିଭ ସଂଖ୍ୟା ୧୦,୯୧,୫୪୭ ଚିହ୍ନଟ ହୋଇଛନ୍ତି ୧୦,୪୭,୭୮୩ ଜଣ ସୁସ୍ଥ ହୋଇଥିବା ବେଳେ ୩୫,୨୪୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୬୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୯୩,୧୦୭ ସୁସ୍ଥ ସଂଖ୍ୟା ୧,୮୦,୪୪୦ ଚିକିତ୍ସିତ ସଂଖ୍ୟା ୮୬୦୯, ମୃତ ସଂଖ୍ୟା ୧୬୦୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୮,୫୪୯, ସୁସ୍ଥ ସଂଖ୍ୟା ୯୫,୦୦୬ ଚିକିତ୍ସିତ ସଂଖ୍ୟା ୨୬୭୯, ମୃତ ସଂଖ୍ୟା ୮୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୪୬୧ ସୁସ୍ଥ ସଂଖ୍ୟା ୩୩,୫୨୩ ଚିକିତ୍ସିତ ସଂଖ୍ୟା ୪୪୭ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୭,୯୫୭ ସୁସ୍ଥ ସଂଖ୍ୟା ୬୨,୧୩୫ ଚିକିତ୍ସିତ ସଂଖ୍ୟା ୫୨୨୬, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment